ରାଜ୍ୟ

ଅସୁସ୍ଥ ପଦ୍ମଶ୍ରୀ ଡି ପ୍ରକାଶ ରାଓ

ପଦ୍ମଶ୍ରୀ ଡି ପ୍ରକାଶ ରାଓ ଅସୁସ୍ଥତା ଖବର ପାଇ କଟକ ଜିଲ୍ଲା ପାଳ ଭବାନୀ ଶଙ୍କର ଚୟନି ଜିଲ୍ଲା ରେଡ଼ କ୍ରସ ବିଭାଗରୁ ଦଶ ହଜାର ଟଙ୍କା ସହାୟତା ପ୍ରଦାନ କରିବା ସହିତ ଶ୍ରୀଯୁକ୍ତ ରାଓ ଙ୍କୁ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ ରେ ଆଡ଼ମିଶନ କରିବାର ବ୍ୟବସ୍ଥା କରିଛନ୍ତି।

Most Popular

To Top