ସପ୍ତାହ ଶେଷରେ..... ଚର୍ଚ୍ଚିତ ଖବରର ବ୍ୟବଚ୍ଛେଦ.... ସ୍ବତନ୍ତ୍ର କାର୍ଯ୍ୟକ୍ରମ... "ଶୁଣ ସୁଜନ" ଆମଖବର ସହ ଯୋଡ଼ି ହେବାକୁ ଛାହାନ୍ତିକି ? ଯୋଗାଯୋଗ କରନ୍ତୁ ୮୨୪୯୯୧୫୧୬୧
ଅବିଭକ୍ତ କଟକ

ଆଉ ବାହାରକୁ ଆସିବେନି କଟିକିଆ:ଆରମ୍ଭ ହେଲା ହୋମ୍ ଡେଲିଭରି, ନମ୍ବର ଜାରି

କରୋନା ଭାଇରସ୍ କବଳରୁ ନିଜକୁ ତଥା ପରିବାରକୁ ସୁରକ୍ଷିତ ରଖଗବାକୁ ହେଲେ ୨୧ ଦିନ ପର୍ଯ୍ୟନ୍ତ କବାଟ ବନ୍ଦ୍।ତେବେ ଏପରି ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଥିଲା ସମସ୍ତଙ୍କର ଚିନ୍ତା।ଅନ୍ୟପଟେ ଏପରି କାର୍ଯ୍ୟର ଆଳ ଦେଖାଇ କିଛି ସମାଜ ବିରୋଧୀ ବାଇକ୍ ଧରି ଆଡ୍ଡା ମାରୁଥିଲେ। ହେଲେ ଏବେ ସେଥିରେ ଲାଗିଲା ରୋକ।ଆରମ୍ଭ ହେଲା ହୋମ ଡେଲିଭରି। ଏପରି ସୁବିଧା ପାଇଁ ଫୋନ୍ ନମ୍ବର ମଧ୍ୟ ଜାରି କରାଯାଇଛି।ସି ଏମ୍ ସି ତରଫରୁ ଏପରି ପଦକ୍ଷେପ ନିଆଯାଇଥିବା ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

Quis autem vel eum iure reprehenderit qui in ea voluptate velit esse quam nihil molestiae consequatur, vel illum qui dolorem?

Temporibus autem quibusdam et aut officiis debitis aut rerum necessitatibus saepe eveniet.

ସପ୍ତାହ ଶେଷରେ..... ଚର୍ଚ୍ଚିତ ଖବରର ବ୍ୟବଚ୍ଛେଦ.... ସ୍ବତନ୍ତ୍ର କାର୍ଯ୍ୟକ୍ରମ... "ଶୁଣ ସୁଜନ" ଆମଖବର ସହ ଯୋଡ଼ି ହେବାକୁ ଛାହାନ୍ତିକି ? ଯୋଗାଯୋଗ କରନ୍ତୁ ୮୨୪୯୯୧୫୧୬୧
To Top