ରାଜ୍ୟ

ଆଉ ଶୁଭବନି ସୁନନ୍ଦାଙ୍କ ସ୍ବର

ଆଉ ନାହାନ୍ତି ଗାୟିକା ସୁନନ୍ଦା ପଟ୍ଟନାୟକ। ଗତ କାଲି ବିଳମ୍ବିତ ରାତିରେ କଲିକତାରେ ଆଖି ବୁଜିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୫ବର୍ଷ ବୟସ ହୋଇଥିଲା। ୭ ଫେବୃୟାରୀ ୧୯୩୪ ମସିହାରେ ସବୁଜ କବି ବୈକୁଣ୍ଠ ନାଥ ପଟ୍ଟନାୟକଙ୍କ ଝିଅ ଭାବେ ଆଠଗଡରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

Click to comment

Leave a Reply

Your email address will not be published. Required fields are marked *

eleven − five =

Most Popular

To Top