ମନୋରଞ୍ଜନ ଆଖି ବୁଜିଲେ ଭିକୁ ସେଠ୍ By Aamakhabar Posted on September 12, 2020 Share Tweet Share Share Email Comments ଚାଲିଗଲେ ଭିକୁ ସେଠ୍।ଛାଡିଗଲେ ତାଙ୍କର ସେହି ଅଭୂଲା ଡାଏଲଗ୍ ଭଲ ନାଚିଲ…ଭଲକୁ ଭଲ କହିବା କଣ ଭୁଲ୍।ଏମିତି ଅନେକ ଅଭୁଲା ଡାଏଲଗ୍। ଓଡ଼ିଆ ଯାତ୍ରା ଜଗତର ଏହି ସ୍ବତନ୍ତ୍ର ପ୍ରତିଭା ମହେନ୍ଦ୍ର ଦାସ ଆଜି ଆଖି ବୁଜିଦେଲେ। ଆଜି ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। Related Items:#aamakhabar, #breaking news, #featured, #mahendra das, #viku seth Share Tweet Share Share Email Recommended for you କଟକ:ଜଗତପୁରରୁ ବିପୁଳ ଗଞ୍ଜେଇ ସହ ୨ଗିରଫ ମାହାଙ୍ଗା:ବିଜେପି ନେତାଙ୍କୁ ହତ୍ଯା ଡି ବ୍ରଦର୍ସଙ୍କ ଘରେ ପୋଲିସ, ଉଭୟଙ୍କୁ ରିମାଣ୍ଡରେ ଆଣି କରୁଛି ପଚରାଉଚରା