ରାଜ୍ୟ

ଆସୁଛି ଅମ୍ଫାନ୍: ସୁରକ୍ଷିତ ଓଡ଼ିଶା

ଆସନ୍ତା ୧୨ ଘଣ୍ଟା ରେ ସୁପର ସାଇକ୍ଲୋନିକ ଷ୍ଟେମର ର ରୂପ ନେବା ବାତ୍ୟା ଅମ୍ଫାନ। ଓଡ଼ିଶା ଉପକୂଳ ଦେଇ ଗତି କରିବ। ୨୦ ତାରିଖ ସ୍ଥଳ ଭାଗ ଛୁଇଲା ବେଳ କୁ ଅତି ଭୀଷଣ ସାମୁଦ୍ରିକ ଝଡ଼ ର ରୂପ ନେବ। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ମହାବାତ୍ୟାର ରୂପ ନେବ ବାତ୍ୟା ଅମ୍ଫାନ। ଏହା ବର୍ତ୍ତମାନ ଉତ୍ତର ଉତ୍ତର ପୂର୍ବ ଦେଇ ଗତି କରୁଛି। ଏହା ପଶ୍ଚିମବଙ୍ଗ ତଥା ଦୀଘା ଓ ହାତିଆ ଦୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ। ମହାବାତ୍ୟାର ପ୍ରଭାବ ପଶ୍ଚିମବଙ୍ଗରେ ପଡିବା ସହ ଓଡିଶାର ଉତ୍ତର ଓଡ଼ିଶାରେ କିଛି ପରିମାଣରେ ପଡିବ। ୧୯ ଓ ୨୦ ତାରିଖରେ ଏହାର ପ୍ରଭାବ ଅନୁଭୂତ ହେବ ବୋଲି ଆଂଚଳିକ ପାଣିପାଗ ବିଭାଗ ଭୁବନେଶ୍ୱର ପାଖରୁ ସୂଚନା ଦିଆଯାଇଛି। ତେବେ ସମୂଦ୍ର ମଧ୍ୟରେ ଏହା ଭିଭଣ ଋପ ନେଉଥିବା ବେଳେ ସ୍ଥଳଭାଗ ରେ ଦୁର୍ବଳ ହେବାର ସମ୍ଭାବନା ରହିଛି। ମୋଟାମୋଟି ଓଡ଼ିଶାରେ ଏହାର ସେତେଟା ପ୍ରଭାବ ପଡିବାର ନାହିଁ।

Click to comment

Leave a Reply

Your email address will not be published. Required fields are marked *

2 × 5 =

Most Popular

To Top