ଅବିଭକ୍ତ କଟକ

ଏଇମାତ୍ର ଖବର: ବାଗଲପୁର-ଝାରପଡା ରାସ୍ତାରେ ଦୁର୍ଘଟଣା,୨ଗୁରୁତର

ଏଇମାତ୍ର ମିଳିଥିବା ଖବର ମୁତାବକ କଣ୍ଟାପଡା ପୂର୍ତ୍ତ ବିଭାଗ ଅଧିନ ବାଗଲପୁର-ଝାରପଡା ରାସ୍ତାର ପାଟସୁନ୍ଦରପୁର ଠାରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି। ଉଭୟ ଗୁରୁତର ସ୍ଥାନୀୟ ଅଞ୍ଚଳର ହୋଇଥିବା ଜଣାପଡିଛି। ସ୍ଥାନୀୟ ଲୋକଙ୍କ ସହାୟତରେ ଜଣଙ୍କୁ ୧୦୮ ଯୋଗେ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ସ୍ଥାନୀୟ ଅଞ୍ଚଳରେ ଚିକିତ୍ସା କରାଯାଇଛି। ତେବେ ଏହି ରାସ୍ତାର ଦୁରାବସ୍ଥା କାରଣରୁ ଏପରି ଦୁର୍ଘଟଣା ଘଟୁଥିବା ଲୋକେ ଅଭିଯୋଗ କରିଛନ୍ତି।

Most Popular

To Top