ଏସସିବି ମେଡିକାଲ ର ଟେଲି ମେଡ଼ିସିନ ବିଭାଗରେ ଅଗ୍ନିକାଣ୍ଡ। ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ମେଡିକାଲ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ କୁ ଆୟତ କରାଯାଇଛି। ସର୍ଭର ରେ ଲାଗିଥିବା ପ୍ୟାନେଲ ବୋର୍ଡ଼ ରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିଲା। ତେବେ କୈାଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।
