ଜାତୀୟ ଅନ୍ତର୍ଜାତୀୟ

ଓଡ଼ିଆ ଯୁବକଙ୍କ ଦେହରେ ଆଣ୍ଟି କରୋନା ଭ୍ୟକ୍ସିନ୍ ପରୀକ୍ଷା

  • ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ଉଦ୍ଭାବନ କରାଯାଇଥିବା କୋଭିଡ-୧୯ ଭୂତାଣୁ ପାଇଁ ଭ୍ୟାକ୍ସିନ୍ ର ମାନବୀୟ ପ୍ରଭାବ ର ପରୀକ୍ଷା କରାଯାଇଛି।
  • ଏହି ପରୀକ୍ଷା ପାଇଁ ସମ୍ବଲପୁରର ଜଣେ ଓଡିଆ ଯୁବକଙ୍କ ଦେହରେ ଏହି ଭ୍ୟାକସିନର ଟ୍ରାଏଲ କରାଯାଇଥିବା ଜଣାପଡ଼ିଛି ।
  • ସେ ହେଉଛନ୍ତି ସମ୍ବଲପୁର ଶାସନ ବାସିନ୍ଦା ଅଂକନ ନାୟକ।

Most Popular

To Top