ଅବିଭକ୍ତ କଟକ

ଓଲଟପୁର:ସଚତନତା ପରେ ଏବେ କଟକଣା

କଟକ ଜିଲ୍ଲା ଓଲଟପୁର ପୋଲିସ ଦ୍ବାରା ଦୁଇଦିନ ଧରି ସଚେତନତା ପରେ ଏବେ ପୁର୍ବ ଘୋଷଣା ମୁତାବକ କଟକଣାକୁ ଯୋରଦାର କରାଯାଇଛି। ଥାନା ଅଧିକାରୀ ଚିନ୍ମୟୀ ସାହୁଙ୍କ ନେତୃତ୍ୱରେ ଥାନା କର୍ମଚାରୀ ମାନେ ଫୁଲନଖରା ନିଆଳୀ ରାସ୍ତାର ବିଭିନ୍ନ ସ୍ଥାନରେ ଅଚାନକ ତନଖି କରି ଲକ୍ ଡାଉନ୍ ସମୟରେ ନିୟମ ଉଲଂଘନ କରି ବାହାରକୁ ବାହାରୁଥିବା ଲୋକଙ୍କ ଠାରୁ ଜରିମାନା ଆଦାୟ କରୁଥିବା ଜଣାପଡିଛି।

ଆଜି ଏହିପରି ଘଟଣାରେ ପୋଲିସ୍ ୩୫୦୦ଟଙ୍କା ଆଦାୟ କରିଥିବା ସୂଚନା ମିଳିଛି।ଆଗକୁ ଏହି ତନଖି ଯୋରଦାର କରାଯିବ ବୋଲି ଥାନା ଅଧିକାରୀ ଶ୍ରୀମତୀ ସାହୁ କହିଛନ୍ତି।

advt
advt
advt
advt
Click to comment

Leave a Reply

Your email address will not be published. Required fields are marked *

11 − four =

Most Popular

To Top