ରାଜ୍ୟ

କଟକରେ ଏ.ପି.ସିଂ

କଟକରେ ସୁପ୍ରିମକୋର୍ଟ ର ବରିଷ୍ଠ ଓକିଲ ଏ ପି ସିଂ। ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଆରୋପି ମାନଙ୍କର ଓକିଲ ଥାଇ ବେଶ ଚର୍ଚ୍ଚାରେ ଥିଲେ ଏ ପି। ଦିଲ୍ଲୀର ନିବାସୀ ମୁକେଶ ଜୈନ ଙ୍କର କେସ ଲଢ଼ିବା ପାଇଁ କଟକ ଆସିଛନ୍ତି। ଗତ ଜୁଲାଇ ମାସରେ ମୁକେଶ ଙ୍କୁ ମିଛ କେସ ରେ ଫସାଇ ଓଡିଶା ପୋଲିସ ବେଶ ଚଞ୍ଚକତାର ସହ ଦିଲ୍ଲୀରୁ ଗିରଫ କରିଥିବା ଅଭିଯୋଗ କରିଛନ୍ତି ।

Most Popular

To Top