ଅବିଭକ୍ତ କଟକ

କଟକରେ ଚାଲିଛି ଜିଲ୍ଲା କୋଭିଡ଼ ନିରାକରଣ ଆଲୋଚନା

କଟକ ଜିଲ୍ଲାରେ ମହାମାରୀ କରୋନା ସ୍ଥିତି ନେଇ ଜିଲ୍ଲାପାଳଙ୍କ କଯ୍ୟାଳୟରେ ଚାଲିଛି ଉଚ୍ଚସ୍ତରୀୟ ବୈଠକ। ବୈଠକରେ କୋଭିଡ ଅବଜର୍ଭର ସୌରଭ ଗର୍ଜ ଅଧ୍ୟକ୍ଷତା କରୁଛନ୍ତି। ଏସସିବି, ଆଚାର୍ଯ୍ୟ ହରିହର କର୍କଟ ରୋଗ କେନ୍ଦ୍ର,ଶିଶୁଭବନ ରେ ସୁରକ୍ଷିତ ରୋଗୀ ସେବା ନେଇ ବିଷଦ ଭାବେ ଆଲୋଚନା ଚାଲିଛି। ଅବଜର୍ଭର ସୁଶାନ୍ତ ମହାପାତ୍ର,ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀ,ଜିଲ୍ଲାପାଳ ଓ ସିଏମସି କମିଶନର ଓ ଏନ୍ୟ ବରିଷ୍ଟ ପଦାଧିକାରୀ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରୁଛନ୍ତି।

Most Popular

To Top