ଅବିଭକ୍ତ କଟକ

କଟକ :ଘଟଣା ଦୁର୍ଘଟଣା,Report:M.Bharat

ପରଲୋକରେ ଅବସରପ୍ରାପ୍ତ ପୁଲିସ୍ ମହାନିର୍ଦ୍ଦେଶକ ପ୍ରଫୁଲ୍ଳ ଚନ୍ଦ୍ର ରଥ । ଆଜି ମଧ୍ୟାହ୍ନ ପ୍ରାୟ ୧ଟା ସମୟରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

କଟକ ବଡ ମେଡିକାଲ ର ସମ୍ପ୍ରସାରଣ ପାଇଁ ସରକାର ନେଇଛନ୍ତି ବଡ଼ ପଦକ୍ଷେପ। ପ୍ରାଥମିକ ସ୍ଥରରେ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା। ଆସନ୍ତା କାଲି ତ୍ୱରାନ୍ୱିତ ହେବ କଟକ ତାଳଦଣ୍ଡା ଦୁଇ ପାର୍ଶ୍ଵର ଉଚ୍ଛେଦ କାର୍ଯ୍ୟ। କାଲି ୧୦ଟି ମନ୍ଦିର ଉଛେଦ କରିବ ଜିଲ୍ଲା ପ୍ରଶାସନ ଏହାର ଘୋଷଣା ସାମ୍ବାଦିକ ସମ୍ମିଳନୀ ଜରିଆରେ କଲେ କେନ୍ଦ୍ରଞ୍ଚଳ ଆରଡିସି ଅନୀଲ କୁମାର ସାମଲ।

କଟକ ଶିଖରପୁର ମହାନଦୀ ବ୍ରିଜ ଉପରେ ଠିଆ ହୋଇଥିବା ପିକ ଅପ ଗାଡି କୁ ଧକ୍କା ଦେଲା ଟ୍ରକ , ଡ୍ରାଇଭର ଗୁରୁତ୍ତର।

Click to comment

Leave a Reply

Your email address will not be published. Required fields are marked *

sixteen − 3 =

Most Popular

To Top