ଅବିଭକ୍ତ କଟକ

କଟକ ରେଳ ଷ୍ଟେସନରେ ଉଡ଼ିଲା ସୁଦୀର୍ଘ ତ୍ରୀରଙ୍ଗା

କଟକ ରେଳ ଷ୍ଟେସନରେ ଶହେ ଫୁଟ ଉଚ୍ଚତାରେ ଉଡ଼ିଲା ଜାତିର ଗର୍ବ ତ୍ରୀରଙ୍ଗା। ତିରିଶ ଫୁଟ ଦୈର୍ଘ୍ୟ ଓ କୋଡ଼ିଏ ଫୁଟ ପ୍ରସ୍ଥର ଏହି ତ୍ରୀରଙ୍ଗା ଯାତ୍ରୀଙ୍କ ମନରେ ଜାତୀୟତା ଭାବ ସୃଷ୍ଟି କରିବ।

Most Popular

To Top