ଅବିଭକ୍ତ କଟକ

କଟକ ରେ ଦୁର୍ଗା ମୂର୍ତି ଉଚ୍ଚତା ନିର୍ଦ୍ଧାରଣ ପ୍ରସଙ୍ଗ: ହାଇ କୋର୍ଟ ରେ ୩ ମାମଲା

କଟକ ରେ ଦୁର୍ଗା ମୂର୍ତି ଉଚ୍ଚତା ନିର୍ଦ୍ଧାରଣ ପ୍ରସଙ୍ଗ ନେଇ ହାଇ କୋର୍ଟ ରେ ୩ଟି ମାମଲା ରୁଜୁ କଲା ବାଲୁ ବଜାର ପୂଜା କମିଟି। ଅଦାଲତ ଅଵମାନନା ରିଭିଉ ଓ ରିଟ ପିଟିସନ ଦାଖଲ କଲା ପୂଜା କମିଟି। ପୋଲିସ କମିଶନରଙ୍କ ନାମରେ ଅଦାଲତ ଅବମାନନା ମାମଲା ରୁଜୁ। ହାଇକୋର୍ଟ ରାୟ ପୁନଃବିଚାର ପାଇଁ ରିଭିଉ ପିଟିସନ ଦାଖଲ। ପୋଲିସ କମିଶନର ଙ୍କ ନିର୍ଦ୍ଦେଶ କୁ ଚାଲେଞ୍ଜ କରି ରିଟ ପିଟିସନ ଦାଖଲ।

Most Popular

To Top