ଅବିଭକ୍ତ କଟକ

କଣ୍ଟାପଡାରେ ପ୍ରଥମ କରୋନା ମୃତ୍ୟୁ

କଣ୍ଟାପଡାରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମୃତକ ନୂଆଗାଁର ସତୁରୀ ବର୍ଷୀୟ ବୃଦ୍ଧ, ଗତ ୧୧ତାରିଖରେ ଏସ୍ ସି ବିରେ କରୋନା ସଂକ୍ରମିତ ଚିହ୍ନଟ ହୋଇ କିମ୍ସ କୋଭିଡ଼ କେୟାର ରେ ଚିକିତ୍ସିତ ହେଉଥିଲେ।ଗତକାଲି ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି।ଏହା କଣ୍ଟାପଡା ବ୍ଲକ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ପ୍ରଥମ ମୃତ୍ୟୁ ଘଟଣା।

Most Popular

To Top