ଅବିଭକ୍ତ କଟକ

କଣ୍ଟାପଡା ପାଇଁ ଖୁସି ଖବର:୩୪ କୁ ୩୪ ନେଗେଟିଭ୍

କଟକ ଜିଲ୍ଲା କଣ୍ଟାପଡା ଅଞ୍ଚଳ ପାଇଁ ଖୁସି ଖବର। ଏହି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର କ୍ବାରେଣ୍ଟାଇନ୍ ରେ ରହିଥିବା ପ୍ରବାସୀ ଙ୍କ ସ୍ବାବ୍ ଟେଷ୍ଟ୍ ରିପୋର୍ଟ ନେଗେଟିଭ୍ ଆସିଥିବା ଜଣାପଡିଛି।ଗତ ଶନୀବାର ଦିନ ଅଡ଼ଶପୁର ପ୍ରାଚୀ ଏକାଡେମୀ ପରିସରରେ ଥିବା ସ୍ବାବ୍ ସଂଗ୍ରହ କେନ୍ଦ୍ରରେ ଏହି ୩୪ ଜଣଙ୍କ ସ୍ବାବ୍ ସଂଗ୍ରହ କରାଯାଇଥିଲା। ଏହି ସ୍ବାବ୍ ସଂଗ୍ରହରେ ବ୍ଲକର କିଛି ଅଧିକାରୀ ମଧ୍ୟ କରୋନା ଟେଷ୍ଟ୍ ପାଇଁ ସ୍ବାବ୍ ଦେଇଥିଲେ। ଆଜି ଏହି ରିପୋର୍ଟ ଆସିବା ପରେ ସମସ୍ତଙ୍କ ମନରେ ଆନନ୍ଦ ଖେଳିଯାଇଛି।

Click to comment

Leave a Reply

Your email address will not be published. Required fields are marked *

thirteen − 1 =

Most Popular

To Top