ରାଜ୍ୟ

କରୋନା ଆଲର୍ଟ: ପୁରୀକୁ ସୁରକ୍ଷିତ ରଖିବା ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ, ପିପିଲି ଟୋଲ ଗେଟ୍ ରେ ତନଖି ଯୋରଦାର,ବାହାର ରାଜ୍ୟବାସୀଙ୍କ ପାଇଁ ନୀୟମ କଡାକଡି, ଯାଜପୁର ବାରୁଣୀ ବୁଡ଼ ବନ୍ଦ୍,ପୁରୀ ଜିଲ୍ଲା ହରିରାଜପୁର ଦୋଳ ମଳଣ ବନ୍ଦ୍।ବନ୍ଦ୍ କଲା ଜିଲ୍ଲା ପ୍ରଶାସନ। ଗଣମାଧ୍ୟମ କୁ ସରକାରଙ୍କ ପରାମର୍ଶ, ବ୍ରେକିଙ୍ଗ୍ ନ୍ୟୁଜ୍ ପଛରେ ନପଡି ବ୍ରେକିଙ୍ଗ୍ ନେସନ୍ କଥା ଚିନ୍ତା କରନ୍ତୁ।

Most Popular

To Top