ରାଜ୍ୟ

କରୋନା ଏବେ ନିୟନ୍ତ୍ରଣରେ: ବିଶେଷଜ୍ଞଙ୍କ ମତ

ରାଜ୍ୟ ସରକାରଙ୍କ ଦୀର୍ଘ ଆଠ ମାସର ସଫଳ ପରିଚାଳନା ପାଇଁ ଓଡିଶା ରେ ଏବେ କରୋନା ପ୍ରାୟତଃ ନିୟନ୍ତ୍ରଣ ମଧ୍ୟରେ । ଏବେ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବେଶ କମିଛି ବୋଲି କହିଛନ୍ତି ଏସସିବି ର ବରିଷ୍ଠ ଡାକ୍ତର ଡକ୍ଟର ଜୟନ୍ତ ପଣ୍ଡା । ସେ ଆହୁରି ମଧ୍ୟ କହିଛନ୍ତି ଯଦିଓ ଆମ ରାଜ୍ୟ ରେ ଶୀତ ସମୟରେ କରୋନା ଲହର ଆସିବାର ଆଶଙ୍କା ନାହିଁ ତଥାପି ଆମକୁ ସଚେତନ ହେବାକୁ ହେବ।


Most Popular

To Top