ରାଜ୍ୟ

କରୋନା ନେଲା ରାଜ୍ୟର ପ୍ରଥମ ସାମ୍ବାଦିକଙ୍କ ଜୀବନ

କରୋନାରେ ଚାଲିଗଲେ ହିଞ୍ଜିଳି ଅଞ୍ଚଳର ସମାଜ ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକ। ଭୁବନେଶ୍ୱର କିମ୍ସ କୋଭିଡ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ । କରୋନାରେ ମୃତ୍ୟୁବରଣ କରିବାରେ ସେ ରାଜ୍ୟର ପ୍ରଥମ ସାମ୍ବାଦିକ। ତାଙ୍କ ଆତ୍ମା ଶାନ୍ତି ପାଉ।

Most Popular

To Top