ଅବିଭକ୍ତ କଟକ

କେନ୍ଦ୍ରାପଡା:ମହାକାଳପଡ଼ା ରେ ଅଗ୍ନିକାଣ୍ଡ

ମହାକାଳପଡା ବ୍ଲକ ରାଜଗଡ଼ ପଞ୍ଚାୟତର ଗୋବିନ୍ଦପୁର ଗାଁ ରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ରେ ୫ ପରିବାରର ୧୨ ବଖରା ଘର ଭସ୍ମୀଭୂତ । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ। ଘଟଣା ସ୍ଥଳରେ ମହାକାଳପଡା ଏବଂ କେନ୍ଦ୍ରାପଡା ଅଗ୍ନିଶମ ବିଭାଗ ର ୩ ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି

Click to comment

Leave a Reply

Your email address will not be published. Required fields are marked *

18 − thirteen =

Most Popular

To Top