ପୁଣି ଗଣମାଧ୍ୟମକୁ ଆକ୍ରମଣ ଅଭିଯୋଗ। କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ରଘୁଦେଇପୁର ନୋଳସାହି ଗ୍ରାମରେ ମନରେଗା କାମ ଜେସିବି ଦ୍ବାରା କରା ଯାଉଥିବା ଭିଜୁଆଲ ନେଲା ବେଳେ ସାମ୍ବାଦିକ ଦୈତାରୀ ଜେନାଙ୍କୁ ଆକ୍ରମଣ। ନୋଳସାହି ଗ୍ରାମର ଗଗାଂଧର ମଲ୍ଲିକ ଏବଂ ତାକଂ ବାପା ପରକ୍ଷିତ ମଲ୍ଲିକଙ୍କ ନାମରେ ଡେରାବିଶ ଥାନାରେ ଏତଲା।
