ବିଶେଷ

ଖବର ଶିରୋନାମା

ତାରିଖ ୧୪ ନଭେମ୍ବର

*୨୦୧୯-୨୦ ପାଇଁ ବିଧାନସଭାରେ ଆଗତ ହେଲା ୮୧୨୬ କୋଟି ଟଙ୍କାର ଅତିରିକ୍ତ ବଜେଟ।

*ବିଜେଡି ବିଧାୟକଙ୍କୁ ନବୀନଙ୍କ ଫତଓ୍ବା: ନିୟମିତ ବିଧାନ ସଭା ଆସ, ବିତର୍କରେ ଭାଗ ନିଅ।

*ଟାଇମ ମାଗାଜିନର ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ସ୍ଥାନ ପାଇଲେ ଦୂତି ଚାନ୍ଦ।

*ବାଲେଶ୍ଵର: ଫାଲକନ ଚିଙ୍ଗୁଡି ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍‌, ୧୫୦ରୁ ଅଧିକ ଅସୁସ୍ଥ, ୪ ଗୁରୁତର।

*ପୁଣି ଗିରଫ ହେଲା ଗ୍ୟାଙ୍ଗଷ୍ଟର୍‌ ରାଜା ଆଚାର୍ଯ୍ୟ, କୋର୍ଟଙ୍କ ସର୍ତ୍ତ ଖିଲାପକୁ ନେଇ ଜାରି ହୋଇଥିଲା ଓ୍ଵାରେଣ୍ଟ।

*କିସ୍ ବିଶ୍ବବିଦ୍ୟାଳୟରେ ବିଜ୍ଞାନ ମେଳା, ଛାତ୍ରଛାତ୍ରୀମାନେ ପ୍ରଦର୍ଶିତ କଲେ ୧୧୦ଟି ପ୍ରୋଜେକ୍ଟ।

*ଏଥର ରାଜ୍ୟର ବିବାହ ଭୋଜି ଓ ଉତ୍ସବରେ ମିଳିବ ମଦ-ଖୋଲିବ ଅସ୍ଥାୟୀ ମଦ କାଉଣ୍ଟର !

*ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ପ୍ରଧାନ ବିଚାରପତିଙ୍କ ଦପ୍ତର ସୂଚନାଧିକାର ଆଇନ ଅନ୍ତର୍ଭୁକ୍ତ।

*ବିପଦଜ୍ଜନକ ସ୍ତରରେ ଦିଲ୍ଲୀ ପ୍ରଦୂଷଣ, ନଭେମ୍ବର ୧୫ ଯାଏ ଦିଲ୍ଲୀ-ଏନସିଆରର ସବୁ ସ୍କୁଲ ବନ୍ଦ।

*ନ୍ୟୁୟର୍କ ମେଟ୍ରୋପଲିଟାନ ମ୍ୟୁଜିୟମ ଅଫ ଆର୍ଟ ବୋର୍ଡରେ ଯୋଗ ଦେଲେ ନୀତା ଅମ୍ବାନୀ।

*ପାକ୍ ସୀମାରେ ବହୁତ ବଡ଼ ଯୁଦ୍ଧାଭ୍ୟାସର ପ୍ରସ୍ତୁତିରେ ଭାରତ, ଟ୍ୟାଙ୍କ-ତୋପୋ ସମେତ ସାମିଲ ହେବେ ୪୦ ହଜାର ସୈନିକ।

ଆଜି ଶିଶୁ ଦିବସ ଓ ମାଣ ବସା ଗୁରୁବାର

Click to comment

Leave a Reply

Your email address will not be published. Required fields are marked *

5 + 4 =

Most Popular

To Top