ଗ୍ରାମୀଣ ଓଡିଶା

ଗାନ୍ଧୀ ଜୟନ୍ତୀ ରେ ବୃକ୍ଷରୋପଣ

ରାଷ୍ଟ୍ରପିତା ମହାତ୍ମା ଗାନ୍ଧିଜୀ ଙ୍କ 150 ତମ ଜନ୍ମଜୟନ୍ତୀ ସହ ସହିଦ ବାଜି ରାଉତ ତିରୋଧାନ ଦିବସ ଏବଂ ଲୋକନାୟକ ଜୟପ୍ରକାଶ ନାରାୟଣ ଙ୍କ ଜନ୍ମଜୟନ୍ତୀ ଅବସରରେ ସ୍ୱତନ୍ତ୍ର ବୁକ୍ଷରୋପଣ କାର୍ଯ୍ୟକ୍ରମ
ଅନୁଷ୍ଠିତ. ନିଆଳି ନିର୍ବାଚନ ମଣ୍ଡଳୀ ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗ୍ରାମୀଣ ସେବକ ସମାଜଟ୍ରଷ୍ଟ (ଜି ଏସ ଏସ) ତରଫରୁ ଗାନ୍ଧୀ ୧୫୦ ଅବସରରେ ଗାନ୍ଧୀ ବାଟିକା ଉଦଘାଟନ ହୋଇଯାଇଛି।ବରିଷ୍ଠ ଗାନ୍ଧିବାଦୀ ଶିକ୍ଷାବିତ୍ତ ବରିଷ୍ଠ ଉପଦେଷ୍ଟା ପ୍ରଫେସର ଡା ଧନଦାକାନ୍ତ ମିଶ୍ର ଭିଡ଼ିଓ କନଫରେନ୍ସ ମାଧ୍ୟମରେ ରେ ଉଦଘାଟନ କରିଥିଲେ..ବେଦମୂତ୍ରୀ ପଣ୍ଡିତ ଭବାନୀ ପ୍ରସାଦ ଷଡ଼ଙ୍ଗୀ ଯୋଗଦେଇ ବୁକ୍ଷରୋପଣ ଆରମ୍ଭ କରିଥିଲେ ଏଥିରେ ଅନୁଷ୍ଠାନ ସମ୍ପାଦକ ଯୁବସମାଜସେବୀ ଇଂ ଅବିନାଶ ମହାପାତ୍ର, ସହ ସମ୍ପାଦକ ତଥା ସଂଯୋଜକ ଦିବ୍ୟସିଂହ ସେଠି, କୋଷାଧକ୍ଷ ହେମନ୍ତ କୁମାର ମଲ୍ଲିକ ସମାଜସେବୀ ଲଲାଟେନ୍ଦୁ ସାହୁ, ବିଭୁତିଭୂଷଣ ଜେନା, ରାମଚନ୍ଦ୍ର ସ୍ୱାଇଁ, ପୂର୍ଣ୍ଣ ସ୍ୱାଇଁ, ସ୍ମାଇଲ ଫର ଟୁଡ଼େ ର ପ୍ରତିଷ୍ଠାତା ସମାଜସେବୀ ଦ୍ୱିଜବର ମହାପାତ୍ର, ପ୍ରସିଦ୍ ନାୟକ, ଅବକାଶ ମହାପାତ୍ର ସ୍ୱାମୀବିବେକାନନ୍ଦ ଛାତ୍ର ସଂସଦ ର ସମ୍ପାଦକ ଯୁବସମାଜସେବୀ ଅରଜିତ ମହାପାତ୍ର, କଣ୍ଟାପଡା ସଂଯୋଜକ ଦେବି ପ୍ରସାଦ ନାୟକ ଏବଂ ଅନୁଷ୍ଠାନ ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ଯୁବସମାଜସେବୀ ଅଧ୍ୟାପକ ସନ୍ତୋଷ କୁମାର ମାଝୀ ଙ୍କ ନେତୃତ୍ୱ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Most Popular

To Top