ଅବିଭକ୍ତ କଟକ

ଘରକୁ ଫେରିଲା କହ୍ନେଇ

ନିଜ ଘରକୁ ଫେରି ଆସିଛି କହ୍ନେଇ। ଦୁରାରୋଗ୍ୟ ଫାର୍ବୋମେଟିସ୍ ରୋଗରେ ପୀଡିତ ହୋଇ ଗତ ମାସ ୧୦ ତାରିଖରୁ କଟକ ଜିଲ୍ଲା ଓଲଟପୁର ସ୍ଥିତ ଏସ୍ ଭି ନିରତାରରେ ଚିକିତ୍ସିତ ହେଉଥିବା ଜନ ଜାତି ସଂପ୍ରଦାୟର ନାବାଳକ କହ୍ନେଇ ପ୍ରଧାନ କଣ୍ଟାପଡା ବ୍ଲକ ନାହାଳପୁର ଗ୍ରାମକୁ ଫେରି ଆସିଛି। କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ନିରତାରରେ କ୍ବାରେଣ୍ଟାଇନ୍ ପ୍ରକୋଷ୍ଠର ଆବଶ୍ୟକତା ପଡିବା କାରଣରୁ କହ୍ନେଇକୁ ଘରକୁ ଫେରିବା ବ୍ୟତୀତ ଅନ୍ୟ ଉପାୟ ନଥିବା ଜଣାପଡିଛି। ତେବେ କହ୍ନେଇ ଗୋଡ଼ରେ ଅସ୍ତ୍ରୋପଚାର କରାଯାଇଥିବା ବେଳେ ଗ୍ରାମରେ ଅବସ୍ଥା କଣ ହେବ ତାହା ଏବେ ଚିନ୍ତାର ବିଷୟ।

Click to comment

Leave a Reply

Your email address will not be published. Required fields are marked *

14 + 4 =

Most Popular

To Top