ରାଜ୍ୟ

ଚାଲି ଗଲେ ବିଜୟ ଭାଇନା

ଓଡ଼ିଆ ଚଳଚ୍ଚିତ୍ର, ନାଟକ ଓ ସାହିତ୍ୟ ଜଗତର ଜଣାଶୁଣା ବ୍ୟକ୍ତିତ୍ୱ ବିଜୟ ଭାଇନା ଓରଫ୍ ବିଜୟ ମିଶ୍ର ଆଉ ନାହାନ୍ତି। ଦୀର୍ଘ ଦିନର ଅସୁସ୍ଥତା ପରେ ଆଜି ଭୁବନେଶ୍ୱର ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି। ଜଣେ ସଫଳ ନାଟ୍ୟକାର, ଚଳଚ୍ଚିତ୍ର ଚିତ୍ରନାଟ୍ୟ ଓ ସଂଳାପ ଲେଖକ ସହ ଜଣେ ନିର୍ଦ୍ଦେଶକ ଭାବେ ତାଙ୍କର ସ୍ବାକ୍ଷର ଓଡ଼ିଆ କଳା ଜଗତରେ ବେଶ ଜାଜୁଲ୍ୟମାନ ରହିବ। ତାଙ୍କର ପରଲୋକ ଖବର ପରେ କଳାକାର ମହଲରେ ଶୋକର ଛାୟା ଖେଳି ଯାଇଛି।

Click to comment

Leave a Reply

Your email address will not be published. Required fields are marked *

fifteen + 16 =

Most Popular

To Top