ରାଜ୍ୟ

ଚିତାଲାଗିରେ ଖସିପଡିଲା ଓଲିଉଡ଼ର ରତ୍ନ ଚିତା

ଆଜି ପବିତ୍ର ଚିତାଲାଗି ଅମାବାସ୍ୟା। ରତ୍ନ ସିଂହାସନରେ ରତ୍ନ ଚତା ବିଭୂଷିତ ଜଗତ ଠାକୁର। ଏମିତି ଏକ ପବିତ୍ର ଦିନରେ ଓଲିଉଡ଼ର ରତ୍ନ ଚିତା ଭୂପତିତ ହେଲା। ଆଖି ବୁଜିଦେଲେ ରୁପା ଶଗଡି ର ସୁନାପୁଅ ତଥା ଓଡ଼ିଆ ସିନେ ଜଗତ ର ପିତାମହ ଭୀଷ୍ମ ବିଜୟ ମହାନ୍ତି।ସାରା ଓଲିଉଡ଼ ତଥା ଓଡ଼ିଆ ସିନେ ଜଗତ ପାଇଁ ଅପୁରଣୀୟ କ୍ଷତି।ଅଗଣିତ ପ୍ରଶଂସକ,ଛାତ୍ରଛାତ୍ରୀ ଓ ସହକର୍ମୀ ଆଜି ଝୁରି ହେଉଛନ୍ତି ଏହି ନାଁ ।

Most Popular

To Top