ଜଗତସିଂହପୁର-କୋରୁଆ ଡକାୟତି ଘଟଣା,ନିଆଳି ଅଞ୍ଚଳର ୫ ଯୁବକ ଥାନାରେ ଅଟକ,ବନ୍ଧୁକ,ଗୁଳି ଜବତ ।ଏମାନଙ୍କ ନାମରେ ବିଭିନ୍ନ ଥାନାରେ ରହିଛି ମାମଲା।୫ତାରିଖ ରେ ତ୍ରୈଲୋକ୍ୟ ସାହୁଙ୍କ ଘରୁ ଡକାୟତି ହୋଇଥିଲା।