ଅବିଭକ୍ତ କଟକ

ଜାଲରେ ପଡି ଘଘିଆଳ ମଲା

ବିରୂପା ନଦୀ ରେ ମାଛ ଜାଲରେ ପଡି ଘଡ଼ିଆଳି କୁମ୍ଭୀର ର ମୃତୁ । ଉକ୍ତ କୁମ୍ଭୀର ସାତକୋଶିଆ ରୁ ଅସିଥିବା ଜଣାପଡିଛି। କୁମ୍ଭୀର ବିଶେଷଜ୍ଞ ଟିମ ଦ୍ୱାରା ମୃତଦେହ ଉଦ୍ଧାର। ଜିପିଆରଏସ୍ ଦ୍ଵାରା କୁମ୍ଭୀର କୁ ଠାବ କରାଯାଇଥିଲା।ପୋଷ୍ଟମର୍ଟମ ନିମନ୍ତେ ନନ୍ଦନ କାନନ କୁ ମୃତ କୁମ୍ଭୀରକୁ ପଠାଯାଇଛି

Most Popular

To Top