ଅବିଭକ୍ତ କଟକ ଡି ବ୍ରଦର୍ସଙ୍କ ଘରେ ପୋଲିସ ଛାନଭିନ୍ By Aamakhabar Posted on December 10, 2020 Share Tweet Share Share Email Comments ପୁଣି ଚର୍ଚ୍ଚିତ ଡି ବ୍ରଦର୍ସଙ୍କ ସିଡିଏ ସ୍ଥିତ ଘରେ ପଡିଛି ପୋଲିସ ନଜର।ଚାଲିଛି ଯୋରଦାର ଚଢ଼ାଉ।ଘରର ଏକ ସୋକେଶ୍ ରୁ ବନ୍ଧୁକ ଓ ଗୁଳି ମିଳିଥିବା କୁହାଯାଇଛି।ତେବେ ଏବେ ଚଢ଼ାଉ ଚାଲିଥିବାରୁ ସବିଶେଷ ତଥ୍ୟ ମିଳିପାରି ନାହିଁ। Related Items:#aamakhabar, #breaking news, #odisha news, #odisha police, #twin city news Share Tweet Share Share Email Recommended for you କଟକ:ଜଗତପୁରରୁ ବିପୁଳ ଗଞ୍ଜେଇ ସହ ୨ଗିରଫ ମାହାଙ୍ଗା:ବିଜେପି ନେତାଙ୍କୁ ହତ୍ଯା ଡି ବ୍ରଦର୍ସଙ୍କ ଘରେ ପୋଲିସ, ଉଭୟଙ୍କୁ ରିମାଣ୍ଡରେ ଆଣି କରୁଛି ପଚରାଉଚରା