ଅବିଭକ୍ତ କଟକ

ଡି ବ୍ରଦର୍ସଙ୍କ ଘରେ ପୋଲିସ ଛାନଭିନ୍

ପୁଣି ଚର୍ଚ୍ଚିତ ଡି ବ୍ରଦର୍ସଙ୍କ ସିଡିଏ ସ୍ଥିତ ଘରେ ପଡିଛି ପୋଲିସ ନଜର।ଚାଲିଛି ଯୋରଦାର ଚଢ଼ାଉ।ଘରର ଏକ ସୋକେଶ୍ ରୁ ବନ୍ଧୁକ ଓ ଗୁଳି ମିଳିଥିବା କୁହାଯାଇଛି।ତେବେ ଏବେ ଚଢ଼ାଉ ଚାଲିଥିବାରୁ ସବିଶେଷ ତଥ୍ୟ ମିଳିପାରି ନାହିଁ।

Most Popular

To Top