ଅବିଭକ୍ତ କଟକ

ତିର୍ତ୍ତୋଲ ଉପ ନିର୍ବାଚନ: ବିଜେଡିରୁ ବିଜୟ କଲେ ନାମାଙ୍କନ ପତ୍ର ଦାଖଲ

ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ କଲେ ନାମାଙ୍କନ ପତ୍ର ଦାଖଲ। ସାଂସଦ ରାଜଶ୍ରୀ ମଲ୍ଲିକ ଓ ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଶତାଧିକ କର୍ମୀଙ୍କ ସହ ପହଞ୍ଚିଲେ ବିଜୟ
ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପରେ ନାମାଙ୍କନ ପତ୍ର ଦାଖଲ କଲେ।

Most Popular

To Top