ଦୀପାଞ୍ଚଳ ସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗ୍ରାମୀଣ ସେବକ ସମାଜ ପକ୍ଷ ରୁ ଐତିହାସିକ ଦିପୋଟି ମେଳଣ ପଡିଆ ରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନ ଚେୟାରମ୍ୟାନ ଯୁବ ସମାଜସେବୀ ସନ୍ତୋଷ କୁମାର ମାଝୀ ଙ୍କ ପ୍ରତ୍ୟେକ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା।

ଏଥିରେ ଅନୁଷ୍ଠାନ ର ସଭାପତି ପ୍ରସନ କୁମାର ପାତ୍ର ସମ୍ପାଦକ ଯୁବ ସମାଜସେବୀ ଇଂ ଅବିନାଶ ମହାପାତ୍ର ମୁଖ୍ୟ ସଂଯୋଜକ ସୂର୍ଯ୍ୟକାନ୍ତ ମଲ୍ଲିକ ପାୟଲ ମିଶ୍ର, ସିଦ୍ଧାନ୍ତ ଭଟ୍ଟ, ସୋନାଲି ତ୍ରିପାଠୀ, ଶୋଭା ସାହୁ, ବିଜୟଲଷ୍ମୀ ମଲ୍ଲିକ, ବିସ୍ମୟ ପାତ୍ର, ବିଭବ ରଞ୍ଜନ ନାୟକ,ଦିବ୍ୟ ସିଂ ସେଠି ମିଟିନା ପ୍ରଧାନ, ବିଜୟଲଷ୍ମୀ ମଲ୍ଲିକ, ଶୋଭା ସାହୁ, ଜୟଶ୍ରୀ ଭୋଇ, ରୁପାରାଣୀ ବରାଳ, ଝରଣା ସ୍ୱାଇଁ, ରଶ୍ମିକାନ୍ତ ଜେନା ବିସ୍ମୟ ପାତ୍ର, ସିଦ୍ଧାନ୍ତ ନାୟକ, ବିଭବ ରଞ୍ଜନ ମହାନ୍ତି, ଅଭିଜିତ ମିଶ୍ର, ତପନ କୁମାର ପ୍ରଧାନ, ପ୍ରତାପ କୁମାର ବେହେରା, ସହ ସମ୍ପାଦକ ବିନୟ କୁମାର ମହାନ୍ତି, ରାକେଶ କୁମାର ମଙ୍ଗଳ, ବିଶ୍ୱ ରଞ୍ଜନ ପାଣିଗ୍ରାହୀ, ସଞ୍ଜୟ ବାରିକ, ମଳୟ ରଞ୍ଜନ ସେଠି ଯଯାତି କିଶୋର ସାହୁ, ସିଦ୍ଧାନ୍ତ ଭଟ୍ଟ, କାନୁନ ନନ୍ଦ ସେଠିପ୍ରମୁଖ ସହଯୋଗ କରିଥିଲେ। ସ୍ବେଛାସେବୀ ମାନେ ମେଳଣ ପଡିଆରେ ପଡିଥିବା ଅଳିଆ ଆବର୍ଜନାକୁ ସଫାକରିଥିଲେ। ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।
