ରାଜ୍ୟ

ଦୂରଦର୍ଶନ କୁ ହାଇକୋର୍ଟ ଙ୍କ ଝଟକା

ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ସମ୍ବାଦ ବିଭାଗରେ ଷ୍ଟ୍ରିନଜର ନିଯୁକ୍ତି କୁ ନେଇ ହାଇକୋର୍ଟରେ ମାମଲା । ଯଥାସ୍ଥିତି ବଜାୟ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଦୂରଦର୍ଶନ କେନ୍ଦ୍ରର ସମ୍ବାଦ ବିଭାଗ ଦ୍ୱାରା ବିଭିନ୍ନ ଜିଲାରେ ଷ୍ଟ୍ରିନଜର ନିଯୁକ୍ତି ପାଇଁ କରପୋରେଟ ହାଉସ ଓ ଅନ୍ୟମାନଙ୍କ ଠାରୁ ଦରଖାସ୍ତ ଆହ୍ୱାନ କରିଥିଲା । ଏହି ପ୍ରକ୍ରିୟା ବିରୋଧରେ ବିଭିନ୍ନ ଜିଲାରେ କାର୍ଯ୍ୟରତ ପ୍ରସାରଭାରତୀର ସାମୟିକ ସମ୍ବାଦଦାତାମାନେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

Most Popular

To Top