ଅବିଭକ୍ତ କଟକ

ନରସିଂହପୁର:ଗ୍ୟାସ ଟାଙ୍କି ଫାଟି ୧ଗୁରୁତର

ନରସିଂହପୁର ବ୍ଲକ ଅନ୍ତର୍ଗତ ବାଲିଝରୀ ଗ୍ରାମ ନୂଆ ସାହିରେ ଅଭାବନୀୟ ଘଟଣା ଘଟିଯାଇଛି। ଆଜି ସକାଳୁ ସୁର ମହାରଣାଙ୍କ ଘରେ ଗ୍ୟାସ୍ ଟାଙ୍କି ଫାଟି ତାଙ୍କ ସାନଝିଅ ପୋଡ଼ି ଗୁରୁତର ହୋଇଥିବା ଜଣାପଡିଛି । ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ କଟକ ବଡ଼ ମେଡ଼ିକାଲକୁ ପଠାଇ ଦିଆଯାଇଛି ।ଏହି ଘଟଣାରେ ପାଖା ପାଖି ତିନି ରୁ ଅଧିକ ବଖରା ଭସ୍ମୀଭୂତ ହୋଇଥିବା ବେଳେ ୧୦ ରୁ ୧୫ ଲକ୍ଷ ଟଙ୍କା ର ସମ୍ପତ୍ତି ନଷ୍ଟ ହୋଇଛି । ଘଟଣା ସ୍ଥଳରେ ବାଲିଝରି ଦମକଳ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିବା ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

5 + thirteen =

Most Popular

To Top