ଅବିଭକ୍ତ କଟକ

ନିଆଳିରେ ବୋମାମାଡ

କଟକ ଜିଲ୍ଲା ନିଆଳି କଲେଜ ଛକରେ ବୋମାମାଡ ହୋଇଥିବା ଜଣାପଡିଛି।ରାତି ପ୍ରାୟ ସାଢ଼େ ଦଶଟା ସମୟରେ ୪ଟି ବାଇକ୍ ରେ କିଛି ଯୁବକ ଆସି ଏକ ଗ୍ୟାରେଜ ଉପରକୁ ବୋମାମାଡ କରିଥିଲେ।ଏଥିରେ କେହି ମୃତାହତ ହୋଇନଥିବା ବେଳ ଏହା ପଛର କାରଣ କଣ ତାହା ଜଣାପଡି ନାହିଁ।ନିଆଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Most Popular

To Top