ଅବିଭକ୍ତ କଟକ

ନିଆଳୀରେ ଷଣ୍ଢ ଆତଙ୍କ

କଟକ ଜିଲ୍ଲା ନିଆଳୀ ଥାନା ଅନ୍ତର୍ଗତ କଣ୍ଟିଶାଳ ଗ୍ରାମରେ ଏକ ଷଣ୍ଢ ଆତଙ୍କ ସୃଷ୍ଟି କରିଛି।ଷଣ୍ଢ ଆକ୍ରମଣ ରେ ଗ୍ରାମର ଏକାଧିକ ବ୍ୟକ୍ତି ଆହତ ହୋଇଥିବା ବେଳ ବହୁ ଗୃହପାଳିତ ପଶୁଙ୍କୁ ଷଣ୍ଢ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି।ଆଜି ସକାଳୁ ଗ୍ରାମରେ ରହୁଥିବା ଏହି ଷଣ୍ଢଟି ହଠାତ୍ ଲୋକଙ୍କୁ ଆକ୍ରମଣ କରିବା ଆରମ୍ଭ କରିଦେଇଛି।ଅନ୍ୟପଟେ ଷଣ୍ଢ ଭୟରେ ଗ୍ରାମରେ ଆତଙ୍କ ଖେଳିଯାଇଛି।ଅଦ୍ୟାବଧି ଷଣ୍ଢକୁ ଆୟତ୍ତ କରିବାର ସବୁ ପ୍ରଚେଷ୍ଠା ବିଫଳ ହୋଇଛି।

Click to comment

Leave a Reply

Your email address will not be published. Required fields are marked *

three − 1 =

Most Popular

To Top