ପରୀ ମୃତ୍ୟୁ ତଦନ୍ତ ପାଇଁ ଏସଆଇଟି ଗଠନ କଲେ ରାଜ୍ୟ ସରକାର।
ଏସଆଇଟି ମୁଖ୍ୟ ଭାବେ ଆଇଜି ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ ପ୍ରଦାନ।
କ୍ରାଇମବ୍ରାଞ୍ଚ ଏସପି ଆର.କେ ଦୋରା ଟିମରେ ସାମିଲ।
ଏଏସପି ଆର.ସି ଥମ୍ବ, ଇନ୍ସପେକ୍ଟର ନରେନ୍ଦ୍ର ବେହେରା
କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ମମତାରାଣୀ ପଣ୍ଡାଙ୍କୁ ନେଇ ଟିମ ଗଠନ।
ଏ ସମ୍ପର୍କରେ ହାଇକୋର୍ଟଙ୍କୁ ଜଣାଇଲେ ଗୃହ ବିଭାଗ ସ୍ୱତନ୍ତ୍ର ସଚିବ। ତଦନ୍ତ ତତ୍ତ୍ୱାବଧନ ପାଇଁ ଜଣେ ସିଟିଂ ଜଜ୍ଙ୍କୁ ଦାୟିତ୍ୱ ଦେବାକୁ ନିବେଦନ।
