ରାଜ୍ୟ

ପ୍ରଜାପିତା ବ୍ରହ୍ମକୁମାରୀ ବିଶ୍ବବିଦ୍ୟାଳୟର ରାଜ୍ୟସ୍ତରୀୟ ସମିଳନୀ

ସ୍ଥାନୀୟ ଅନନ୍ତପୁର ସ୍ଥିତ ଓମଫେଡ ପଡିଆରେ ପ୍ରଜାପିତା ବ୍ରହ୍ମକୁମାରୀ ବିଶ୍ବବିଦ୍ୟାଳୟରଏକରାଜ୍ୟସ୍ତରୀୟସମିଳନୀ ଅନୁଷ୍ଠାନର ମୁଖ୍ୟପ୍ରଶାସିକା ଶତାୟୁ ରାଜଯୋଗିନୀ ଦାଦି ଜାନକିଜୀଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି। କାର‌୍ୟ୍ୟକ୍ରମରେ ଆନ୍ଧ୍ର ପ୍ରଦେଶ ରାଜାପାଳ ବିଶ୍ବଭୂଷଣ ହରିଚନ୍ଦନ ଯୋଗ ଦେଇଥିବା ବେଳେ ୩୧ଜଣ ବ୍ରହ୍ମକୁମାରୀଙ୍କ ଦିବ୍ୟସମର୍ପଣ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କୁ ଦାଦି ଆଶ୍ରିବଚନ ପ୍ରଦାନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

nine − three =

Most Popular

To Top