ଜାତୀୟ ଅନ୍ତର୍ଜାତୀୟ

ପ୍ରଧାନମନ୍ତ୍ରୀ ଙ୍କ ବଡ଼ ଘୋଷଣା। ଆଜି ମଧ୍ୟ ରାତ୍ରରୁ ୨୧ ଦିନ ପର୍ଯ୍ୟନ୍ତ ସାରା ଦେଶ ଲକ୍ ଡାଉନ୍।ଘର ଦୁଆର ମୁହଁରେ ଲକ୍ଷ୍ମଣ ରେଖା ଟାଣି ଦେବାକୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ।୨୧ ଦିନର ଆମ କାର୍ଯ୍ୟ ଉପରେ ଦେଶବାସୀଙ୍କ ଭବିଷ୍ୟତ ନିର୍ଭର କରେ। ଆମର ଟିକେ ଭୁଲ୍ ଦେଶକୁ ୨୧ ବର୍ଷ ପଛକୁ ନେଇଯିବ। ଏଣୁ ଏହି ୨୧ ଦିନ ଘର ବାହାରକୁ ନବାହାରି ସାମାଜିକ ଦୁରତ୍ବ ରକ୍ଷା କରିବାକୁ ହାତଯୋଡି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

Most Popular

To Top