ଅବିଭକ୍ତ କଟକ

ବଦଳିଲେ କଣ୍ଟାପଡା ତହସିଲଦାର

କଣ୍ଟାପଡା ତହସିଲଦାର ଭାବେ ବାରଙ୍ଗର ପୁର୍ବତନ ସବ୍ ରେଜିଷ୍ଟାର ପ୍ରଶାନ୍ତ କୁମାର ସାମନ୍ତରାୟଙ୍କୁ ନିଯୁକ୍ତି ଦିଆଯାଇଥିବା ଜଣାପଡିଛି। ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ସଦ୍ୟ ପ୍ରକାଶିତ ବିଜ୍ଞପ୍ତିରୁ ଏହି ଖବର ଜଣାପଡିଛି।

Most Popular

To Top