ରାଜ୍ୟ

ବନ୍ୟା ଖବର : କହୁଛି ହୀରାକୁଦ ଜଳସ୍ତର

ଲଗାଣ ବର୍ଷା ସତ୍ୱେ ହୀରାକୁଦ ଜଳଭଣ୍ଡାରର ଜଳସ୍ଥର କମିଛି। ଇତି ମଧ୍ୟରେ ଡ୍ୟାମର ୫ ଟି ସ୍ୱିସଗେଟ ବନ୍ଦ କରାଯାଇଛି। ସଂପ୍ରତି ୧୩ ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ହୀରାକୁଦ ଜଳଭଣ୍ଡାରର ବିପଦ ସଂକେତ ୬୩୦ ଫୁଟ ଥିବା ବେଳେ ଏହା ବର୍ତମାନ ୬୧୮.୮୫ ଫୁଟରେ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୨୨୮୮୮୮ କ୍ୱିଶେକ ଜଳ ପ୍ରବେଶ କରୁଥିବା ବେଳେ ୧୩ ଟି ଗେଟ୍ ଦେଇ ୨୧୯୩୫୩ କ୍ବିସେକ୍ ବନ୍ୟାଜଳ ନିଷ୍କାସିତ ହେଉଛି। ହୀରାକୁଦ ବନ୍ଧର ବାମ ପାର୍ଶ୍ୱରୁ ୯ ଟି ଓ ଦକ୍ଷିଣ ପାର୍ଶ୍ୱରୁ ୪ ଟି ସ୍ୱିସଗେଟ ଖୋଲାଯାଇଛି।

Most Popular

To Top