ଅବିଭକ୍ତ କଟକ

ବାଙ୍କୀରେ ଅବକାରୀ ଚଢ଼ାଉ:୨ ଗିରଫ୍

ବାଙ୍କୀର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ । ଚୋରା ଦେଶୀ ମଦ ବିକ୍ରି କରୁଥିବା ବେଳେ ତିରିଶ ଲିଟରରୁ ଉର୍ଦ୍ଧ୍ବ ଦେଶୀ ମଦ ଜବତ ସହ ଦୁଇ ଅଭିଯୁକ୍ତ ଗିରଫ । ଏହି ଦୁଇ ମଦ ବେପାରୀ ଦୀର୍ଘ ଦିନ ହେବ ବାଙ୍କୀରେ ଚୋରାମଦ ବିକ୍ରି କରୁଥିବାବେଳେ ଅବକାରୀ ହାତରୁ ଖସି ଯାଉଥିଲେ। ଆଜି ରଙ୍ଗେ ହାତରେ ଧରପଡିଛନ୍ତି ।ଏହି ଦୁଇଜଣ ଙ୍କ ପଛରେ ଏକ ବଡ଼ ଗୋଷ୍ଠୀର ହାତ ଥିବା ଅନୁମାନ କରାଯାଉଛି ।ତଦନ୍ତ ପରେ ଅଧିକ ଜଣାପଡିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

10 + 17 =

Most Popular

To Top