ଅବିଭକ୍ତ କଟକ

ବାବା ବୁଖାରୀଙ୍କ ଉର୍ସ ଉତ୍ସବ,Report.M.Bharat

ଭାଇଚାରାର ସହର କଟକରେ ବାବା ବୁଖାରୀ ଙ୍କର ଉର୍ସ ଉତ୍ସବ ଧୁମଧାମରେ ପାଳନ ହେଉଛି। ବାରବାଟି ଦୁର୍ଗ କିଲ୍ଲା ପାଖରେ ଥିବା ବାବା ବୁଖାରୀଙ୍କ ଉର୍ସ ଉତ୍ସବ ଆନନ୍ଦର ସହିତ ପାଳନ କରାଯାଉଛି ।ଏହି ଉତ୍ସବରେ ସମସ୍ତ ଧର୍ମର ଲୋକ ଆସି ଧୁମଧାମରେ ପାଳନ କରିଥାନ୍ତି। ତାସହ ବାବା ବୁଖାରୀଙ୍କ ପାଖରେ ମାନସିକ କରିଥାନ୍ତି। ମାନସିକ ପୂରଣ ହେଲେ ସେମାନେ ବାବାଙ୍କ ଆସଥାରେ ଚାଦର ଓ ଫୁଲ. ଧୁବ ସହ ଭୋଗ ବା (ସିରନି ) କରିଥାନ୍ତି।

Click to comment

Leave a Reply

Your email address will not be published. Required fields are marked *

six + six =

Most Popular

To Top