ଜାତୀୟ ଅନ୍ତର୍ଜାତୀୟ

ବିଗ୍ ବି +

ସୁପରଷ୍ଟାର ବିଗ୍ ବି କରୋନା ସଂକ୍ରମଣ ରୁ ବାଦ୍ ପଡିନାହାନ୍ତି। ମୁମ୍ବାଇର ନାନାବତୀ ହସ୍ପିଟାଲରେ ଅମିତାଭ ଚିକିତ୍ସିତ ହେଉଥିବା ଜଣାପଡିଛି।୧୦ ଦିନ ମଧ୍ୟରେ ତାଙ୍କ ସହ ମିଶିଥିବା ବ୍ୟକ୍ତି ମାନେ କରୋନା ପରୀକ୍ଷଣ କରାଇ ନେବାକୁ ସେ ଅନୁରୋଧ କରିଛନ୍ତି।ସେହିପରି ଅଭିଷେକ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଟ୍ବିଟ୍ କରିଛନ୍ତି।

Most Popular

To Top