ରାଜ୍ୟ

ବିନା ଭକ୍ତରେ ହେବ ରଥଯାତ୍ରା !

ରଥଯାତ୍ରା ହେବ କି ନାହିଁ, ସେ ନେଇ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଓକାକ୍ ରେ ଭିଡ଼ିଓ କଂଫେରନସିଙ୍ଗ ମାଧ୍ୟମରେ ଅନ୍ୟ ସଦସ୍ୟଙ୍କ ସହ ବୈଠକ ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱରରେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ କ୍ରିସନ କୁମାର ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଉପସ୍ଥିତ ଥିଲେ। ବିନା ଭକ୍ତରେ ଓ କମ୍ ସଂଖ୍ୟକ ସେବାୟତଙ୍କ ଦ୍ବାରା ଶ୍ରୀ ଜୀୟୁ ମାନଙ୍କ ପାରମ୍ପରିକ ଘୋଷଯାତ୍ରା ଅନୁଷ୍ଠିତ କରାଯିବାକୁ ପ୍ରସ୍ତାବ ଗୃହୀତ ହୋଇଥିବା ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

8 + two =

Most Popular

To Top