ରାଜ୍ୟ

ବିପଦ ସଂକେତରେ ହୀରାକୁଦ

ବିପଦ ସଂକେତ ଛୁଇଁଲା ହୀରାକୁଦ ଜଳଭଣ୍ଡାରର ଜଳସ୍ଥର। ଜଳ ଭଣ୍ଡାର ବିପଦ ସଂକେତ ୬୩୦ ଫୁଟ ଥିବା ବେଳେ ବର୍ତମାନ ଜଳସ୍ଥର ସମାନ ରହିଛି। ପ୍ରତି ସେକେଣ୍ଡରେ ୩୩୬୫୧ କ୍ୱିସେକ ବନ୍ୟାଜଳ ଜଳ ଭଣ୍ଡାର କୁ ପ୍ରବେଶ କରୁଥିବା ବେଳେ ପ୍ରତି ୩୩୬୫୧ କ୍ୱିସେକ୍ ବନ୍ୟାଜଳ ନିଷ୍କାସିତ ହେଉଛି। ବମାପାର୍ଶ୍ୱରୁ ଗୋଟାଏ ସ୍ୱିସଗେଟ ଖୋଲା ରହିଛି।

Most Popular

To Top