ଧର୍ମ

ବେଦ ବିଚାର:ଅଭୟ ପ୍ରାପ୍ତି

ଆମେ ଈଶ୍ୱରଙ୍କୁ ପ୍ରାର୍ଥନା କରିବା ହେ କୃପାମୟ ପ୍ରଭୁ । ଆପଣଙ୍କ କୃପାରୁ ଆମ୍ଭମାନଙ୍କୁ ମିତ୍ର ଓ ଶତ୍ରୁ ଉଭୟଙ୍କଠାରୁ ଅଭୟ ମିଳୁ ।ପରିଚିତ ଓ ଅପରିଚିତ ଲୋକଙ୍କଠାରୁ ଅଭୟ ମିଳୁ । ରାତ୍ରି ଓ ଦିବସ ଉଭୟ ଭୟଶୂନ୍ୟ ହେଉ ।

ସମସ୍ତ ଦିଗ ଆମର ପ୍ରିୟପାତ୍ର ହୁଅନ୍ତୁ ।ଆପଣଙ୍କ କୃପାରେ ଆମେ ସମସ୍ତେ ସଦା ସର୍ବଦା ଅଭୟ ପ୍ରାପ୍ତ ହେଉ ଏବଂ ନିର୍ଭୟ ହୋଇ ସୁଖ ଶାନ୍ତି ପୂର୍ବକ ଜୀବନ ଅତିବାହିତ କରୁ ।

Most Popular

To Top