ବିଶେଷ

ବେଦ ବିଚାର:ଦେହର ବାହ୍ୟ ସାଧନ,ସୁର ଛୋଟରାୟ

ଦେହର ବାହ୍ୟ ସାଧନ ହେଲା – ହସ୍ତ, ପଦ, ଚକ୍ଷୁ, କର୍ଣ୍ଣ ଇତ୍ୟାଦି ।ଏମାନଙ୍କ ଦ୍ୱାରା ବାହାର କାର୍ଯ୍ୟ ସମ୍ପାଦିତ ହୁଏ ।ମନ, ବୁଦ୍ଧି, ଚିତ୍ତ ଓ ଅହଂକାର – ଏହି ଚାରି ହେଉଛି ଦେହର ଆନ୍ତରିକ ସାଧନ ।ଏହା ଅନ୍ତଃକରଣ ନାମରେ ପରିଚିତ ।ମନଦ୍ୱାରା ସଂକଳ୍ପ – ବିକଳ୍ପ କରାଯାଏ ।ବୁଦ୍ଧି ଦ୍ୱାରା ନିଷ୍ପତି ନିଆଯାଏ ।ଚିତ୍ତ ହେଉଛି ସ୍ମୃତି ବା ମନେ ରଖିବାର ସାଧନ ।ଅହଂକାର ଅର୍ଥ ହେଉଛି -“ନିଜର ପୃଥକ ଅସ୍ତିତ୍ବ ଅଛି “।ଏହି ଭାବନା ପୋଷଣ କରିବା

Most Popular

To Top