ବିଶେଷ

ବେଦ ବିଚାର:ସୁର ଛୋଟରାୟ

ମନୁଷ୍ୟ ଚାରିପ୍ରକାର ଅବିଦ୍ୟା ଯୋଗୁଁ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛି !ଚାରି ପ୍ରକାର ଅବିଦ୍ୟା ହେଲା – ଅନିତ୍ୟ (କ୍ଷଣସ୍ଥାୟୀ )କୁ ନିତ୍ୟ (ଚିରସ୍ଥାୟୀ )ମନେ କରିବା, ଅପଵିତ୍ରକୁ ପବିତ୍ର ଭାବିବା, ଦୁଃଖକୁ ସୁଖ ମନେକରିବା, ଅଚେତନ (ଜଡ଼ )କୁ ଚେତନ ମନେ କରିବା !ବେଦ କୁହନ୍ତି – ଅବିଦ୍ୟାର ନାଶ ଓ ବିଦ୍ୟାର ବୃଦ୍ଧି କରିବା ଉଚିତ ।

Most Popular

To Top