ଧର୍ମ

ବେଦ ବିଚାର: ଆମେ ସବୁର ଜଗୁଆଳି

ଇଶୋପନିଷଦ କହନ୍ତି , ଯାହା ଏହି ସଂସାରରେ ରହିଛି ତାହା ସବୁ ପରମାତ୍ମାଙ୍କ ଦାନ । ଆମ ପାଖରେ ଯାହା କିଛି ଧନ, ବଳ ଆଦି ରହିଛି, ସେ ସବୁ ତାଙ୍କରି କରୁଣାରୁ ମିଳୁଛି । ଆମେ ସେ ସବୁର ଅଧିକାରୀ ବୋଲି ଭାବିବା ନିରର୍ଥକ । ଆମେ ତାହାର ଜଗୁଆଳି ମାତ୍ର ।ଆମେ ସେ ସବୁକୁ ତ୍ୟାଗ ଭାବନାରେ ଉପଯୋଗ କରିବା ଉଚିତ ।ମୃତ୍ୟୁ ପରେ ସବୁ ଏହିଠାରେ ହିଁ ରହିଯିବ ।କେବଳ କର୍ମ ଆମର ଭବିଷ୍ୟତ ନିର୍ଣ୍ଣୟ କରିବ ।

Most Popular

To Top