ଧର୍ମ

ବେଦ ବିଚାର: ପରମେଶ୍ୱର ଅଛନ୍ତି

ପରମେଶ୍ୱର ଅଛନ୍ତି । କେହି ନିଜର ତର୍କଦ୍ୱାରା ଏହା ଖଣ୍ଡନ କରିପାରେ କିମ୍ବା ମଣ୍ଡନ କରିପାରେ ସେଥିରେ କିଛି ଯାଏ ଆସେ ନାହିଁ । ନାସ୍ତିକ ତ ତାଙ୍କର ଅସ୍ତିତ୍ଵକୁ ସ୍ୱୀକାର କରେ ନାହିଁ । ଦାମ୍ଭିକ ତଥା ଅହଙ୍କାରୀ ସେହି ଭଳି ତାଙ୍କୁ ଉପଲବ୍ଧ କରିପାରେନାହିଁ ।ପରମେଶ୍ୱରଙ୍କ ନିକଟରେ ନିଜକୁ ସମ୍ପୂର୍ଣ୍ଣ ରୂପେ ସମର୍ପଣ କରିଦେଲେ ସେ ସ୍ୱୟଂ ଭକ୍ତର ରକ୍ଷା କରନ୍ତି । ଏହା ଚିରନ୍ତନ ସତ୍ୟ ।

Most Popular

To Top